କୋକସରା,୨୮/୫: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲରେ ଥିବା ଡୋକରିଦର ଜଳପ୍ରପାତରେ ଗାଧୋଇବା ସମୟରେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ସୂଚନା ଅନୁସାରେ ପର୍ଯ୍ୟଟନସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରାକୁ ବୁଲିବା ପାଇଁ ରବିବାର ଧର୍ମଗଡ଼ ସହରର ୪ ଜଣ ସାଙ୍ଗ ଯାଇଥିଲେ। ବୁଲାବୁଲି କରିବା ଭିତରେ ଡୋକରିଦର ଜଳପ୍ରପାତରେ ସେମାନେ ଗାଧୋଇବା ପାଇଁ ପାଣି Continue Reading




