Home Posts tagged kalahandi district
Business News Top Stories
By Rupashree Mohanty Bhubaneswar, March 7: Tribal communities and residents of Kalahandi district have urged Odisha Chief Minister Mohan Charan Majhi to convene a long-overdue Gram Sabha for the Lanjigarh Bauxite Mine, emphasizing its potential to drive the region’s socio-economic progress.  A delegation from the Lanjigarh Anchalika Vikas Parishad met the CM and Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଭବାନୀପାଟଣା, ୧୫/୨ : ଭବାନୀପାଟଣା ଜିଲ୍ଲାପାଳ ଙ୍କ ସମ୍ମୁଖରେ ଶ୍ରମ ବାହିନୀତରଫରୁ (ଏକ ମୁକ୍ତ ହୋଇଥିବା ବନ୍ଧକ ଶ୍ରମିକ ସଂଘ), ବନ୍ଧକ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବନ୍ଧକ ଶ୍ରମିକରୁ ବଞ୍ଚିଥିବା ଲୋକଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଭବାନୀପାଟଣା,କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ରେ ସଭାପତି ଝସକେତନ ବାଗ ଏବଂ ତାହାଙ୍କ ସହ କର୍ମୀ ଦଳ ପହଞ୍ଚି ଏକ ଦାବିପତ୍ର ପ୍ରଦାନ Continue Reading
Odisha News
କଳାହାଣ୍ଡି, ୯/୧: ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହୋଇଛି ଅବକାରୀ ବିଭାଗ ଟିମ୍ । ଅବକାରୀ ପୋଲିସକୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।ଏଭଳି ଅଭିଯୋଗ ଆସିଛି କଳହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ । ଏହି ଆକ୍ରମଣରେ ଦୁଇ ଜଣ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସଦର ଥାନା କନର୍ଲା ଗାଁରେ ବେଆଇନ ମଦ କାରବାର […]Continue Reading
Odisha News
ଭବାନୀପାଟଣା, ୨୮/୧୨ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାସ୍ତିକୁଡ଼ି ନିକଟରେ ଶନିବାର ଭୋର ୪ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ଘଟି ଅଗ୍ନିକାଣ୍ଡ ହୋଇଛି। ଏଥିରେ ଜଣେ ଟ୍ରକ୍ ଡ୍ରାଇଭର ଏବଂ ହେଲ୍‌ପର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳୁନି।ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କାର‌୍ୟ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ Continue Reading
Business News Top Stories
6,400 students in 15 schools to benefit; more than 10,600 students reached out till date By Swagatika Mohanty Bhubaneswar, Nov. 22: Union ministry of AYUSH in association with Vedanta Aluminium, India’s largest aluminium producer, has expanded its ‘Swarna Prashan’ initiative to reach over 6,400 students across 15 government schools in Rayagada and Kalahandi districts of Continue Reading
Odisha News
କଳାହାଣ୍ଡି, ୨୦/୮ : ପ୍ରେମକୁ ମିଳିଲାନି ସ୍ୱୀକୃତି। ତେଣୁ ଚରମ ନିଷ୍ପତ୍ତି ନେଲେ ପ୍ରେମିକ ଓ ପ୍ରେମିକ। ଟ୍ରେନ୍ ଲାଇନ୍‌କୁ ଡେଇଁ ପଡ଼ିଲେ। ଘଟଣା ସ୍ଥଳରେ ନାବାଳିକା ପ୍ରେମିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରେନ୍‌ର ଲୋକ ପାଇଲଟ୍ ଗୁରୁତର ଆହତ ହୋଇଥିବା ପ୍ରେମିକଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ଆଜି ମଧ୍ୟାହ୍ନରେ ଏପରି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।କେସିଙ୍ଗା ବ୍ଲକ୍ ବିନେକେଲା ଗାଁର ଘନଶ୍ୟାମ ବାଗ ଦଶମ Continue Reading
Odisha News
ଭବାନୀପାଟଣା,୨/୮: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା। ଏହି ସମୟରେ ବିଡିଓଙ୍କ ସରକାରୀ ଗାଡ଼ିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଟଙ୍କାର ସଠିକ୍ Continue Reading
Odisha News
କଳାହାଣ୍ଡି, ୩୧/୭: କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଝୀଗୁଡ଼ା ଗାଁର ୬୦ ବର୍ଷୀୟା କାଳନ୍ଦୀ ତାଣ୍ଡି।ସୂଚନା ଅନୁସାରେ, ଭୋର ସମୟରେ ଗାଧୋଇ ସାରି ଘରକୁ ଫେରିବା ବେଳେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଟାଙ୍ଗିଆରେ କାଳନ୍ଦୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ Continue Reading
Odisha News
କଳାହାଣ୍ଡି,୨୭/୫ : ଗାଁ ସାଥୀଙ୍କଠାରୁ ୧୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଲାହାଣ୍ଡି ଜିଲ୍ଲା ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସଂଜୟ ନାୟକ। ପୁଲିସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।କାଗଜପତ୍ର କାମ ପାଇଁ ଗାଁ ସାଥୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଜୟ। ଏନେଇ ଗାଁ ସାଥୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ସଂଜୟ ଆଜି ସକାଳେ ଜଳେଶ୍ଵର ମନ୍ଦିର ପଡା ନିଜ ବାସଭବନରେ ଲାଞ୍ଚ ଟଙ୍କା […]Continue Reading
Odisha News
ଭବାନୀପାଟଣା, ୭/୪: କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର ହୋଇଥିବାର ଖବର ମିଳିଛି।ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ।Continue Reading