Home Posts tagged kabisuryanagar
Odisha News
କବିସୂର୍ଯ୍ୟନଗର,୨୬/୩:ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ ଦେଇଛନ୍ତି।ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ପ୍ରଥମେ କବିସୂର୍ଯ୍ୟନଗର ଠାରେ ପହଞ୍ଚିଥିଲେ। ବଡ଼ ଆଗୁଳ ପଡ଼ିଆରେ ବିଶାଳ ଜନ ସମାବେଶକୁ ଉଦ୍ବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଜୟ ମା’ ତାରାତାରିଣୀ କହି ମୁଖ୍ୟମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ। ଗଞ୍ଜାମ ଜିଲାକୁ Continue Reading
Seo wordpress plugin by www.seowizard.org.