Home Posts tagged jp naddas road show in bhubaneswar
Odisha News
ଭୁବନେଶ୍ୱର,୧୬।୫: ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇଛନ୍ତି। ଏହି କ୍ରମରେ ଗୁରୁବାର ଭାଜପାର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ରୋଡ ଶୋ’ କାର‌୍ୟ୍ୟକ୍ରମରେ ଯୋଗଦେବା ଦେଇଛନ୍ତି।ଏମ୍ପି ପ୍ରାର୍ଥୀ ଅପରାଜିତ ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥରୀ ବାବୁ ସିଂ ସାମିଲ ଅଛନ୍ତି। ନଡ୍ଡା ମାଉସୀ ମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର‌୍ୟ୍ୟନ୍ତ ରୋଡ ଶୋ’ କରୁ୍ଲନ୍ତି। ରୋଡ ଶୋ’ରେ ହଜାର ହଜାର କର୍ମୀ Continue Reading
Seo wordpress plugin by www.seowizard.org.