ମୟୂରଭଞ୍ଜ, ୯/୮ : ମୟୂରଭଞ୍ଜ ଜିଲ୍ଲାରେ କିଛିଦିନ ଧରି ବର୍ଷା ଲାଗିରହିଥିବା ବେଳେ,ବାଙ୍ଗିରିପୋଷି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। କାନ୍ଥ ପଡ଼ି ଜଣେ ବରିଷ୍ଠ ସାମ୍ବାଦିକ ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ବାଙ୍ଗିରିପୋଷି ଥାନା ଅଧୀନ ବାଙ୍ଗିରିପୋଷି ଅଞ୍ଚଳର କୈଳାଶ କର ନାମକ ଜଣଙ୍କ ବ୍ୟକ୍ତି ଗତକାଲି ରାତିରେ ଘର ଭିତରେ ଶୋଇ ଥିବା ବେଳେ ଘର କାନ୍ଥ ପଡ଼ି ଯାଇଥିଲା। ଫଳରେ ସାମ୍ବାଦିକ ଜଣଙ୍କ କାନ୍ଥ ତଳେ ଚାପି ହେଇ ଯାଇଥିଲେ।ଦୀର୍ଘ ସମୟ ଧରି […]Continue Reading




