Home Posts tagged joranda mela
Odisha News
ଢେଙ୍କାନାଳ,୪/୨:ଆଜିଠାରୁ ଢେଙ୍କାନାଳରେ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ଯୋରନ୍ଦା ମହିମାଗାଦୀରେ ମାଘ ମେଳା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଦୁଇ ଦିନ ଧରି ଏହି ମାଘ ମେଳା ଅନୁଷ୍ଠିତ ହେବ। ଗାଦୀ ମନ୍ଦିର ଓ ଜ୍ୟୋତି ମନ୍ଦିର ପରିସରରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଜଳିବ ଝାଡ ଦୀପ।ମହିମାଗାଦୀର ଉଭୟ ବକ୍କଳଧାରୀ ଓ କୌପିନୀଧାରୀ ମହିମା ସାଧୁଙ୍କ ମଧ୍ୟରେ ତୃତୀୟ ବେଢା ଉଛେଦ ପ୍ରସଙ୍ଗକୁ ନେଇ ଲାଗି ରହିଥିବା ବିବାଦର ଏକପ୍ରକାର ସମାଧାନ ଜିଲ୍ଲା Continue Reading
Seo wordpress plugin by www.seowizard.org.