Home Posts tagged joda
Odisha News
ଯୋଡ଼ା, ୧୦/୨ : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ ବସ୍ତିରେ ଗତକାଲି ରାତ୍ରିରେ ପୁଅର କାଠଫାଳିଆ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅଜୟ ସେଠୀ (୫୦)। ପୁଲିସ ଏହି ଘଟଣାରେ ପୁଅ ବିକାଶ ସେଠୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।ଘଟଣାରୁ ପ୍ରକାଶ ଯେ, ପୁଅ ବିକାଶ ଜଣେ ଯୁବତୀକୁ ବିବାହ କରିବାକୁ ସବୁବେଳେ ଜିଦ୍ ଧରି ବସୁଥିଲେ। କାମଧନ୍ଦା କରିବା ପରେ ବାହା ହେବା ପାଇଁ […]Continue Reading
Odisha News
ଯୋଡ଼ା,୧୬/୧: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କୋହ୍ଲ ହୁଣ୍ଡୁଳା ପୋଲ ତଳୁ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ପଥରରେ ଛେଚି ତାକୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜାମୁକୁଣ୍ଡିଆ ଗାଆଁର ଶୁକଦେବ ଲାଗୁରୀ ବୋଲି ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।ମିଳିଥିବା ସୂଚନା ଅନୁଯାୟୀ ଆଜି କିଛି ସ୍ଥାନୀୟ ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ପୋଲ ତଳେ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ Continue Reading
Odisha News
ଯୋଡା,୨/୧: ନୂଆବର୍ଷ ସେଲିବ୍ରେସନ୍ ପରେ କଣ ଘଟିଲା। ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ କିପରି ହେଲା। ମୃତ୍ୟୁ ପଛରେ କିଏ ଦାୟୀ? ଏପରି ନାନା ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ବାସ୍ତବରେ ଗତକାଲି ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ ଚଳାଇଛି ଯୋଡ଼ା ପୁଲିସ ।ଆଜି ଶୁଭଶ୍ରୀଙ୍କ ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେପଟେ Continue Reading
Odisha News
ବଡ଼ବିଲ ୧/୬: ଖଣିଜ ବ୍ୟବସାୟୀ ତଥା ଶିଳ୍ପପତି ଶ୍ରୀନିବାସ ସାହୁଙ୍କ ଘରେ ଆୟକର ଚଢାଉ । ଶ୍ରୀନିବାସ ସାହୁଙ୍କ ବଡ଼ବିଲ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟକର ବିଭାଗର ୮ ଜଣିଆ ଟିମ୍ ଆୟ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ରେକର୍ଡ ପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି ।ଅନ୍ୟପଟେ ବୁଧବାର ସକାଳ ପ୍ରାୟ ୮ଟା ବେଳେ ଯୋଡ଼ା ଗଣେଶ ଭବନ ନିକଟସ୍ଥ ଆର.ପି.ସାଓଙ୍କ କାର‌୍ୟ୍ୟାଳୟ ଆୟକର ବିଭାଗର ଏକ […]Continue Reading