By Swagatika Bhutia BHUBANESWAR, DEC. 1: Vedanta Limited, India’s largest producer of aluminium, on Thursday announced the foundation stone laying of the Vedanta Aluminium Park, at Jharsuguda, Odisha. Odisha chief minister Naveen Patnaik unveiled the stone at the ongoing Make In Odisha 2022 conclave in the presence of Anil Agarwal, chairman of Vedanta Limited, thus […]Continue Reading

ଝାରସୁଗୁଡ଼ା ୩୦/୯: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗ୍ରାମ ରୋଜଗାର ସେବକ (ଜିଆରଏସ)କ୍ଷ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡରେ ଧରା ପଡ଼ିଛନ୍ତି । କନକତୋରା ଗାଁର ସୁବାଷ ପ୍ରଧାନଙ୍କୁ ପିଏମ ଆବାସ ଯୋଜନାରେ ଘର ଦେବା ପାଇଁ ଜିଆରଏସ ତାଙ୍କୁ ୧୪ ହଜାର ଲାଞ୍ଚ ମାଗିଥିଲେ।ଶୁକ୍ରାବାର କନକତୋରା ପଞ୍ଚାୟତ Continue Reading
ଝାରସୁଗୁଡ଼ା, ୩୦/୭: ଝାରସୁଗୁଡ଼ା ୧୩ ନମ୍ବର ୱାର୍ଡ ଦେବାଡ଼ିହିଠାରେ ଝାଡ଼ାବାନ୍ତି ରୋଗରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ ଆକୁର ପ୍ରଧାନ (୪୦) ଓ ତାଙ୍କ ପିତା ଶ୍ରୀପ୍ରସାଦ ପ୍ରଧାନ(୬୫)।ଆକୁର ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଅର ଦାହ ସଂସ୍କାର ପରେ ପିତା ଶ୍ରୀପ୍ରସାଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗତ ରାତିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।ଏହି ଅଞ୍ଚଳର ଲିଟିପଡା, ପାନ୍ନପଡା ଓ Continue Reading

ଝାରସୁଗୁଡ଼ା, ୩/୬: ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ଗଣତି ପ୍ରକ୍ରିୟା ଶୁକ୍ରବାର ସକାଳ ୮ ଟାରେ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ଆରମ୍ଭ ହୋଇଥିବାର ସୂଚନା ମିଳିଛି।ଏହାପରେ ଇଭିଏମ୍ ଖୋଲାଯାଇ ଭୋଟ୍ ଗଣତି ହେବ। ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ୨୭୯ଟି ବୁଥ ଥିବାରୁ ୨୦ ରାଉଣ୍ଡରେ ଗଣତି ସଂପୂର୍ଣ୍ଣ ହେବ ବୋଲି ଜଣାଯାଇଛି।ପ୍ରତି ଟେବୁଲରେ ୩ ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି। କାଉଣ୍ଟିଂ Continue Reading
ଝାରସୁଗୁଡା, ୨/ ୪ : ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ । ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ରାୟଗଡ ଅତିରିକ୍ତ ଜିଲା ଦୌରା ଜଜ । ଏହି ମାମଲାରେ ଅନ୍ୟତମ ସହଯୋଗୀ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି କୋର୍ଟ ।ସୂଚନା ଅନୁଯାୟୀ ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ୨୦୨୦ ଫେବୃଆରୀ ୧୩ ତାରିଖରେ […]Continue Reading