By Mahendra Darjee Bhubaneswar, Feb. 14: Over 400 industry leaders from 13 countries participated in the inaugural edition of the two-day International Aluminium Conference 2023 held in Odisha’s Jharsuguda. The International Aluminium Conference 2023 organised by Vedanta Aluminium association with the Aluminium Association of India served as India’s largest B2B platform Continue Reading
ଝାରସୁଗୁଡ଼ା,୯/୨: ସ୍ବର୍ଗତ ନବ ଦାସଙ୍କୁ ଗୁରୁବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ଏହାସହ ସେଠାରେ ଉପସ୍ଥିତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ନବଦାସଙ୍କ ସ୍ମୃତି ସଭାରେ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ନବ ଦାସଙ୍କ ସମର୍ଥକ ଯୋଗ ଦେଇଥିଲେ।ସ୍ବର୍ଗତ ନବ Continue Reading
ଝାରସୁଗୁଡା,୮/୨: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ଡରେ ଯିବ ।ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଅନୁମତି ଦେଇଛନ୍ତି । ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି ।ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା Continue Reading
ଝାରସୁଗୁଡା,୭/୨: ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ଏଏସ୍ଆଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ ହେପାଜତରେ ରହିଛି।ତଥାପି ହତ୍ୟାର କାରଣ ନେଇ ମୁହଁ ଖୋଲୁନି କ୍ରାଇମବ୍ରାଞ୍ଚ। ଘଟଣା ପଛର ରହସ୍ୟ କଣ ଏମିତି ଅଛି ଯେ, କ୍ରାଇମବ୍ରାଞ୍ଚ ସତ କାଢ଼ିପାରୁନି? ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ବଢ଼ୁଛି। ଏହାରି ଭିତରେ ଆଜି ଅଭିଯୁକ୍ତ ଗୋପାଳଙ୍କୁ ନେଇ ସିନ ରିକ୍ରିଏସନ କରାଇଛି କ୍ରାଇମବ୍ରାଞ୍ଚ Continue Reading
ଝାରସୁଗୁଡ଼ା,୪/୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଆଉ ୪ ଦିନ ବଢିଛି। ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।ଆଜି ପ୍ରଥମ ଦଫା ରିମାଣ୍ଡ ଶେଷ ହୋଇଥିଲା। ଏହାପରେ ପୁଣି କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ଆଉ ୯ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲା। ହେଲେ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ Continue Reading
ଝାରସୁଗୁଡ଼ା,୨/୨: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଆସିଛି ନୂଆ ଟ୍ୱିଷ୍ଟ। ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଲେଖିଥିବା ହାତଲେଖା ଚିଠି ପାଇଖାନା ଟାଙ୍କିରୁ ମିଳିଛି। ୧୨ ଖଣ୍ଡର ହାତ ଲେଖା କାଗଜ ଝାରସୁଗୁଡ଼ା ବିମାନବନ୍ଦର ଥାନାର ସେଫ୍ଟଟି ଟାଙ୍କିରୁ ମିଳିଥିବା ସୂଚନା ମିଳିଛି। ଗୋପାଳ ନିଜେ ଏହି ଚିଠି ଲେଖିଥିବା ମାନିଛି। ନାଲି ରଙ୍ଗରେ ଏହି ଚିଠି ଲେଖାଯାଇଛି। ଇଂରାଜୀ ଏବଂ ଓଡ଼ିଆରେ ଏସବୁ ଲେଖାଯାଇଛି। ତେବେ Continue Reading
ଝାରସୁଗୁଡ଼ା,୩୧/୧: ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ଙ୍କୁ କାହିଁକି ଗୁଳିକରିଲେ ଏଏସ୍ଆଇ ଗୋପାଳ ଦାସ ? ଏନେଇ କ୍ରାଇମ୍ବ୍ରାଞ୍ଚର ତଦନ୍ତ ଯେତିକି ବଢୁଛି, ସେତିକି ବଢ଼ିଚାଲିଛି ରହସ୍ୟ। ଏତେବଡ଼ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡରେ ଗୋପାଳଙ୍କୁ ଆଉ କିଏ ସହଯୋଗ କରିଥିଲା ? ତାକୁ ନେଇ ଖୋଳତାଡ଼ ଭିତରେ ସାମ୍ନାକୁ ଆସିଛି ଗୋପାଳଙ୍କ ବଡ଼ଭାଇଙ୍କ ଚେହେରା।ଯିଏ ବ୍ରଜରାଜନଗରରେ ଚଳାଇଥିଲେ ହୋଟେଲ୍ ବ୍ୟବସାୟ। ଗତ ପ୍ରାୟ ମାସେ ତଳେ ଜଣେ ବ୍ୟକ୍ତିଙ୍କଠୁ ଏହି Continue Reading
ଝାରସୁଗୁଡ଼ା,୩୦/୧: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୁଲିସ୍ ଏଏସ୍ଆଇ ଗୋପାଳ ଦାସ ଗିରଫ। ପଚରାଉଚରା ପରେ ଆଜି ତାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।ପୁଲିସ୍ ଏଏସ୍ଆଇ ଗୋପାଳ ଦାସ ଗିରଫ ନେଇ ଏଡିଜି ଅରୁଣ ବୋଥ୍ରା କହିଛନ୍ତି, ଗୁଳିକାଣ୍ଡ ଘଟିଥିବା ସ୍ଥଳର ଯାଞ୍ଚ କରାଯାଇଛି। ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। କାହିଁକି ଗୁଳି କଲେ ଓ Continue Reading
ଝାରସୁଗୁଡା,୩୦/୧: ଶେଷରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡାରୁ ଵିଧାୟକ ଥିବା ନବ ଦାସ । ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହକାରେ ଆଜି ଝାରସୁଗୁଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି । ଉଲ୍ଲେଖ ଥାଉ କି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ Continue Reading
ବ୍ରଜରାଜନଗର,୧୪/୧୨: ଝାରସୁଗୁଡା ଜିଲ୍ଲା ଦକ୍ଷିଣପୂର୍ବ ହାୱାଡା ମୁମ୍ବାଇ ରେଳପଥର ଧୁତରା ଓ ଝାରସୁଗୁଡା ଷ୍ଟେସନ ଦ୍ୱୟ ମଝିରେ ଥିବା ୨୫୬ ନଂ.ବାଲିଯୋରୀ ଫାଟକ ଭିତରେ ଟ୍ରକ ଚଢିଯିବାରୁ ଫାଟକ ଜଗୁଆଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ହେଉଛନ୍ତି ଧୁତରା ସାରସମାଲ ଗ୍ରାମର ଟେକଚାନ୍ଦ ପାନ ପଣ୍ଡିଆ (୪୦)। ଦୁର୍ଘଟଣା ସକାଳ ସାଢ଼େ ୧୦ରେ ହୋଇଛି।ଟ୍ରେନ ସିଗ୍ନାଲ ଆସୁଥିବା ଜାଣି କାର୍ୟ୍ୟରତ ଫାଟକ ଜଗୁଆଳି ଜଣକ ଫାଟକ ବନ୍ଦ କରିବାକୁ ଯାଇଥିଲେ। Continue Reading