ଝାରସୁଗୁଡ଼ା,୪/୪ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି। ସେମାନେ ହେଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକ।ସେମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ସାରଦା ପ୍ରସାଦ ନାୟକ ଏବେ ଦଳର ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ମଧ୍ୟ ଅଛନ୍ତି।ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି Continue Reading
ଝାରସୁଗୁଡ଼ା,୩୧/୩: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି।ଏହି ଘୋଷଣା ପରେ ଦୀପାଳି କହିଛନ୍ତି, ‘ମୋ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ମୁଖ୍ୟମନ୍ତ୍ରୀଙ୍କ ଏହି ଭରସାକୁ ଆଗାମୀ ଦିନରେ କାଏମ ରଖିବି। ଆଜି ମୋ ବାପା ଥିଲେ ବହୁ ଖୁସି ହୋଇଥା’ନ୍ତେ।’ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର Continue Reading
ଝାରସୁଗୁଡ଼ା,୨୯/୩: ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ୫୦ ଲକ୍ଷ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରିଛନ୍ତି ଦୁଇ ଜଣ ବ୍ୟକ୍ତି। ଖାଲି ସେତିକି ନୁହେଁ, ହତ୍ୟା କରିବା ପରେ ସେମାନେ ନାବାଳକକୁ ପୋଡ଼ି ମଧ୍ୟ ଦେଇଛନ୍ତି।ପିଲାଟିକୁ ଦୁଇ ବ୍ୟକ୍ତି ଟଙ୍କା ପାଇଁ ଝାରସୁଗୁଡ଼ାରୁ ଅପହରଣ କରିଥିବା ବେଳେ ତାଙ୍କୁ ବରଗଡ଼ରେ ହତ୍ୟା କରି ପୋଡ଼ି ଦେଇଛନ୍ତି। ଝାରସୁଗୁଡ଼ା ପୁଲିସ୍ ଘଟଣାର ତଦନ୍ତ କରିବା ସହ ସିସିଟିଭି ଓ ଅନ୍ୟାନ୍ୟ ଜିନିଷକୁ Continue Reading
By Dr.Gourang Charan Rout Bhubaneswar, March 24 :Vedanta Aluminium, India’s largest producer of aluminium, observed World Water Day 2023 by undertaking water conservation and awareness initiatives in Jharsuguda, Odisha.The company also undertook pond restoration and cleaning activities in Baghiamal pond, Jharsugudawith the active participation of employee volunteers and Continue Reading
ଝାରସୁଗୁଡ଼ା,୨୩/୩: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଷ୍ଟେସନରେ ୭ଟି ଟ୍ରେନ୍ ରହଣି ଦାବିରେ ଆଜି ସକାଳୁ ରେଳରୋକ ଆନ୍ଦୋଳନ ଆରମ୍ଭ କରିଛି ବେଲପାହାଡ଼ ଲଖନପୁର ରେଳ ୟୁଜର୍ ଫୋରମ୍ ।ସକାଳ ୭ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବିଳାଶପୁର ରେଳ ଡିଭିଜନର ହାଓଡ଼ା-ମୁମ୍ବାଇ ରେଳପଥରେ ରେଳରୋକ ଆରମ୍ଭ ହୋଇଛି। ଏଥିସହ ବେଲପାହାଡ଼ ସହରରେ ବି ବନ୍ଦ ପାଳନ କରିବାକୁ ଡାକରା ଦେଇଛି ଫୋରମ୍ ।ରେଳରୋକ ସମୟରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ବେଲପାହାଡ଼ ରେଳ ଷ୍ଟେସନରେ ୧୪୪ Continue Reading
ଭୁବନେଶ୍ୱର,୧୯/୩: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି। ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ।ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ୧୯୪୮ ମସିହାରେ ଝାରସୁଗୁଡ଼ାର ପୁରୁଣାବସ୍ତିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।ସେ ଝାରସୁଗୁଡ଼ାରୁ Continue Reading
ଝାରସୁଗୁଡ଼ା,୫/୩ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ମାସେରୁ ଅଧିକ ସମୟ ବିତିଗଲାଣି। ଅଭିଯୁକ୍ତ ଗୋପାଳ ଦାସ ବି ଜେଲ୍ରେ ଅଛନ୍ତି। କିନ୍ତୁ କେଉଁ କାରଣରୁ ନବକୁ ଗୋପାଳ ଦାସ ହତ୍ୟା କଲେ, ଆଜି ପର୍ଯ୍ୟନ୍ତ ତାହା ଜଣାପଡ଼ିଲା ନାହିଁ। ମାସେରୁ ଅଧିକ ସମୟ ଧରି କ୍ରାଇମବ୍ରାଞ୍ଚର ତଦନ୍ତ ପରେ ବି କିଛି ସାମ୍ନାକୁ ଆସୁ ନଥିବାରୁ, ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି।ଅନେକ ବର୍ଗର ଲୋକ କହୁଛନ୍ତି ପୁଲିସ୍ କେବଳ […]Continue Reading
By Swagatika Bhutia Bhubaneswar, March 1: Vedanta Aluminium, India’s largest producer of aluminium, has launched ‘Sakhyam’,a comprehensive skills training & development program for the youth of Jharsuguda. Under the aegis of this initiative, the company has commenced a driver training program in partnership with the Society for Government of Odisha – Ashok Continue Reading
ଝାରସୁଗୁଡ଼ା, ୨୨/୨: ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରଙ୍କ ମାଡ଼ରେ ଜଣେ ଅଧ୍ୟାପକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।ଆହତ ଅଧ୍ୟାପକଙ୍କ ନାଁ ଅମିତ ବାରିକ। ଗିରଫ ଛାତ୍ରଙ୍କ ନାଁ ଦୀନେଶ ସହିସ। ସେ ଯୁକ୍ତ ତିନିର ଦ୍ୱିତୀୟ ବର୍ଷର ଛାତ୍ର।ଆଜି ସକାଳେ ଦୀନେଶ ବିଳମ୍ବରେ କଲେଜ ଆସିଥିଲେ। Continue Reading
ଝାରସୁଗୁଡ଼ା,୨୧/୨: ନବ ଦାସ ମର୍ଡର କେସ୍ର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପାଇଁ ପୁଲିସ୍ ବିଭାଗକୁ ଅପବାଦ ମୁଣ୍ଡାଇବାକୁ ପଡ଼ିଥିବା ବେଳେ ଏବେ ଆଉ ଜଣେ ପୁଲିସ କନେଷ୍ଟବଳଙ୍କ ପାଇଁ ବଢ଼ିଛି ମୁଣ୍ଡବିନ୍ଧା। ଏହି କନଷ୍ଟେବଳଜଣକ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ୟ୍ୟରତ କନେଷ୍ଟବଳ ସରୋଜ ଦାସ ।ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ି ଯାଇଛନ୍ତି କନେଷ୍ଟବଳ ସରୋଜ ଦାସ । ଏପରିକି Continue Reading