
ଭୁବନେଶ୍ୱର,୧୬/୪: ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ଆଉ ହେବନି ଯାତ୍ରା । ମାଲିକ ସଂଘକୁ ଶକ୍ତ ଝଟ୍କା । ମାଲିକଙ୍କ ନିଷ୍ପତ୍ତିକୁ ରୋକଠୋକ ଚ୍ୟାଲେଞ୍ଜ କରିଛି କଳାକାର ସଂଘ । ମାଲିକ ସଂଘ ବୈଠକକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି କଳାକାର ସଂଘ ।କଳାକାର ସଂଘ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ନରି ପଣ୍ଡା ଓ ପ୍ରତାପ ମହାନ୍ତି ଉପରୁ ବ୍ୟାନ ନ ହଟିଲେ ଷ୍ଟେଜ ଚଢିବେନି କଳାକାର । କଳାକାର କର୍ମଚାରୀ ସଂଘ […]Continue Reading