Home Posts tagged jatani
Odisha News
ଜଟଣୀ, ୧୧/୭ : ବିଚ୍ ରାସ୍ତାରେ ଜଗାକୁ ହତ୍ୟା । ଜଟଣୀ ଥାନା ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ଖୁଦୁପୁର ଗାଁରେ ମାର୍କଣ୍ଡ ବଳିୟାରସିଂହ ଓରଫ ଜଗା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖୁଦୁପୁର ଛକରେ ଘଟିଯାଇଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମାର୍କଣ୍ଡ ଛକରେ ଛିଡ଼ା ହୋଇଥିବା ବେଳେ ଜଗାଙ୍କୁ ଆକ୍ରମଣ କରିଥିଲେ । […]Continue Reading
Odisha News
ଭୁବନେଶ୍ୱର, ୩୧/୭ : ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ବିଲ୍ ପାସ କରିଦେବା ପାଇଁ ମାଡାମ୍ ନେଉଥିଲେ ମୋଟା ଅଙ୍କର ଲାଞ୍ଚ। କେବଳ ସେତିକି ନୁହେଁ ଏହା ସହ ମଟନ୍, ଦେଶୀ ମାଛ ପାଇଁ ଡିମାଣ୍ଡ କରୁଥିଲେ। ବେଳେ ବେଳେ ଦୟା ନଦୀର ଛଟା ଚିଙ୍ଗୁଡ଼ିକୁ ଦେଶୀ ପରିବା ଘରେ ଦେବା ପାଇଁ କହୁଥିଲେ। ମାଡାମଙ୍କ ଡରରେ ଠିକାଦାରମାନେ ତାଙ୍କର ସବୁ ଇଚ୍ଛାକୁ […]Continue Reading
Odisha News
ଜଟଣୀ,୩୦/୧୦: ଆସନ୍ତା ନଭେମ୍ବର ୧୨ ତାରିଖରେ ଦୀପୋତ୍ସବ ‘ଦୀପାବଳି’ ପାଳନ ହେବ। ଆଲୋକମାଳାରେ ଘରଗୁଡ଼ିକ ସଜେଇ ହେବ। ସେହିପରି ବାଣ ଓ ଫୋଟକା ଫୁଟାଇ ପିଲାମାନଙ୍କ ଠାରୁ ଯୁବପିଢ଼ି ପର୍ଯ୍ୟନ୍ତ ମଉଜ କରିବେ।ଅନ୍ୟପଟରେ ବାଣ କାରିଗର ଓ ବ୍ୟବସାୟୀ ବାଣ ବିକ୍ରି କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି। କମିସନରେଟ୍ ପୁଲିସ ଅଧୀନ ଜଟଣୀର କୁସୁମାଟି ଗାଁରୁ ସୋମବାର ପୂର୍ବାହ୍ଣରେ ବିପୁଳ ପରିମାଣର ବାଣ ଜବତ ହୋଇଛି।ଗାଁ ଭିତରେ ଏକ ଘରେ ରଖାଯାଇଥିବା ବାଣ ସଂପର୍କରେ Continue Reading