Home Posts tagged jana seba kendra sealed by khurdha district
Odisha News
ଖୋର୍ଦ୍ଧା , ୧୨/୯ : ସିଲ୍ ହେଲା ଜନସେବା କେନ୍ଦ୍ର । ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦ ପ୍ରସାଦରେ ଥିବା ଏକ ଜନସେବା କେନ୍ଦ୍ର ସିଲ୍ ହୋଇଛି । ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଏହି କେନ୍ଦ୍ରରେ ଲୋକଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଏହି ଜନସେବା କେନ୍ଦ୍ରକୁ ସିଲ୍ କରିଛି ।ସୂଚନା ଅନୁଯାୟୀ ଏହି କେନ୍ଦ୍ରକୁ ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଆସୁଥିବା ହିତାଧିକାରୀଙ୍କୁ Continue Reading
Seo wordpress plugin by www.seowizard.org.