ଜଳେଶ୍ୱର, ୧୬/୩ : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ଗଡ଼ସାହି ବାଲିଆପାଳ ଅଞ୍ଚଳର ଜଣେ ନବବିବାହିତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନବବିବାହିତାଙ୍କ ପଡ଼ିଶା ଓ ସମ୍ପର୍କରେ କକା ବୋଲି ଜଣା ପଡ଼ିଛି।ପ୍ରକାଶଯୋଗ୍ୟ ଯେ ନବବିବାହିତାଙ୍କ ୬ ମାସ ତଳେ ବିବାହ ହୋଇଥିବା ବେଳେ ତାଙ୍କ ଆଧାର କାର୍ଡରେ କିଛି ତ୍ରୁଟି ଥିବାରୁ ଦୁଷ୍କର୍ମ ଅଭିଯୁକ୍ତ ଜଣକ ଏହା ଠିକ୍ କରିଦେବେ କହିଥିଲେ। ଗତକାଲି ନବବିବାହିତା ଓ ତାଙ୍କ ସ୍ବାମୀଙ୍କୁ ଏକ Continue Reading

ବାଲେଶ୍ୱର, ୨୭/୬: ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ ଦେଖିବାକୁ ମିଳିଛି। ପାରିବାରିକ କଳହ ଯୋଗୁ ଜଣେ ଯୁବକ ବିଷ ପିଇବା ସହ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଛନ୍ତି।ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ସୁଚନା ଅନୁଯାୟୀ Continue Reading
ଜଳେଶ୍ବର, ୨/୫: ଭୁବନେଶ୍ବରରୁ ଦୀଘା ଯାଉଥିବା ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍ତା ଥାନା ଏନଏଚ-୧୬ରେ ବରୁଣଗାଡ଼ିଆ ନିକଟରେ ଘରୋଇ ବସ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବାବେଳେ ଏହି ଘଟଣାରେ ୩ ଯାତ୍ରୀ ଆହତ ହୋଇଛନ୍ତି।ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ରେ ୬୦ ଯାତ୍ରୀ ଥିବା କୁହାଯାଉଛି। ବସ୍ଟି ଆଗରେ ଯାଉଥିବା ଏକ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା।ରାତି ୩ଟାରେ ଏହି ଦୁର୍ଘଟଣା ଘଟିଥିବା Continue Reading

ଜଳେଶ୍ଵର, ୧୨/୪: ବାଲେଶ୍ବର ଜିଲ୍ଲା ଭୋଗରାଇର ତିନି ଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି।ଗତ ଦୁଇ ସପ୍ତାହ ତଳେ ସେ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା।ଏହାପରେ ସେ ଫୁସଫୁସଜନିତ ସଂକ୍ରମଣରେ ପୀଡ଼ିତ ଥିବା ଜଣା ପଡିଥିଲା। ୧୨ ଦିନ ତଳେ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଏଠାରେ ସେ Continue Reading
ଜଳେଶ୍ଵର, ୨୫/୩: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧୀନସ୍ଥ ପଶ୍ଚିମବାଡ଼ ଗ୍ରାମରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏକ ପୁରୁଣା କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।ବିବରଣୀରୁ ପ୍ରକାଶ ଯେ ଆଜି ସକାଳେ ପଶ୍ଚିମବାଡ଼ ବସ୍ତିର ସେକ ସମିରୁଦ୍ଦିନ (୪୫), ତାଙ୍କ ପତ୍ନୀ ସେକ ଆସୁନି ବିବି(୩୫) ଓ ପୁତ୍ର ସେକ ଆରିଫ(୨୫) ରାସ୍ତା ପାର୍ଶ୍ବରେ ପଡ଼ିଥିବା ଚିପ୍ସ ଗୋଟାଇବା କାମରେ ବ୍ୟସ୍ତ ଥିଲେ।ଏହି ସମୟରେ ସେହି ପାଖରେ […]Continue Reading
ଜଳେଶ୍ବର,୧୮/୭: ପାରିବାରିକ କଳହର କରୁଣ ପରିଣତି। ହତ୍ୟା କରି ଶୋଇ ପଡ଼ିଲା ଅଭିଯୁକ୍ତ ସ୍ୱାମୀ, ଶବ ଜଗିଛି ପୁଲିସ। ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ। ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ଲିଲି ଦଣ୍ଡପାଟ। ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ତଦନ୍ତ କରୁଛି ଜଳେଶ୍ୱର ପୁଲିସ।ସୂଚନା ମୁତାବକ ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମର ସୁଜୟ Continue Reading
ଜଳେଶ୍ଵର,୧୪/୭: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବ୍ରିଜ ଠାରୁ ୨୦୦ ମିଟର ଆଗକୁ ଭୁବନେଶ୍ୱରରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାଳକଙ୍କୁ ମିଶାଇ ୩୭ ଜଣ ଆହତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ବିବରଣୀରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ଓଡି୫ଓ୍ବାଇ୦୦୧୫ ନମ୍ବରର ପ୍ରଧାନ ନାମକ ଏକ ଘରୋଇ ବସ ଭୁବନେଶ୍ଵରରୁ Continue Reading
ଜଳେଶ୍ଵର,୨୫/୧: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ରାଇବଣିଆ-ଓଲମରା ରାସ୍ତାର କଣ୍ଟାବଣି ଛକ ନିକଟରେ ଏକ ଅଟୋ ଓଲଟି ପଡିବାରୁ ୫ ଜଣ ହାଇସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ସରସ୍ବତୀ ମୂର୍ତ୍ତି ଆଣିବାକୁ ଯାଇଥିଲେ।ବିବରଣୀରୁ ପ୍ରକାଶ ଯେ ଓଲମରା ହାଇସ୍କୁଲରେ ଆସନ୍ତାକାଲି ସରସ୍ଵତୀ ପୂଜା ଥିବାରୁ ଏକ ମାଲବାହୀ ଅଟୋ ସାହାଯ୍ୟରେ ୫ ଜଣ ଛାତ୍ରଙ୍କୁ ନେଇ ପ୍ରଦୀପ କୁମାର ଦାସ ନାମକ ଜଣେ ଶିକ୍ଷକ Continue Reading
ଜଳେଶ୍ୱର,୧୮/୧: ଓଡ଼ିଶା ସୀମାରେ ପ୍ରବେଶ କରିଛି ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରେଲରରେ ବୋଝେଇ ହୋଇ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ପହଞ୍ଚିଛି।ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଓଡ଼ିଶାରେ ପ୍ରବେଶ କରିଛି । ଜାତୀୟ ରାଜପଥ ଦେଇ ୩ଟି ଟ୍ରେଲରରେ ବିମାନର Continue Reading

ଜଳେଶ୍ୱର, ୮/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଟ୍ରକ୍ ଡ୍ରାଇଭର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ନଛିମପୁର ପଞ୍ଚାୟତର ଆମ୍ବଳିଅଠା ଗାଁରେ। ମୃତ ଡ୍ରାଇଭର ଘର ଯାଜପୁର ଜାରକା ଅଞ୍ଚଳର ବୋଲି ଜଣାପଡ଼ିଛି। ହେଲେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।ଆଜି ଭୋର ପ୍ରାୟ ୩ଟା ସମୟରେ ଯାଜପୁର ଜାରକା ଅଞ୍ଚଳରୁ ଏକ ମିନି ଟ୍ରକ୍ରେ ଧାନକଟା ମେସିନଟି ଲଦି ଡ୍ରାଇଭର ଓ Continue Reading