Home Posts tagged Jajpur (Page 35)
Odisha News
ଯାଜପୁର ,୨୧/୯:ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂଘର୍ଷ ଓ ବୀରତ୍ୱର ସ୍ମୃତିଚାରଣ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ଆଜିକୁ ୩୭ ଦିନ ବ୍ୟାପି ଅହିଂସା ରଥ ପରିକ୍ରମା କରୁଛି। ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ଅହିଂସା ମାର୍ଗରେ ଯାଇ ସ୍ୱାଧୀନତା ଦେଇଥିଲେ। ଅହିଂସା ହିଁ ସତ୍ୟ, ଶାନ୍ତି ଓ ନ୍ୟାୟର ମାର୍ଗ। ହିଂସାର ପରାଜୟ ହୋଇ ଯୁଗେ ଯୁଗେ ଅହିଂସାର ବିଜୟ ହୋଇଛି । ସର୍ବତ୍ର ଅହିଂସା ରଥର ଆଗମନରେ ଜନସାଧାରଣଙ୍କ ପ୍ରତିକ୍ରିୟାରୁ ଏହା Continue Reading
Odisha News
ଯାଜପୁର,୨୦/୯ : ୧୬ ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ତ୍ରୀର୍ଥଯାତ୍ରୀ ବସ୍ ।ଯାହାଫଳରେ ବସ୍ରେ ଥିବା ୮୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ଭୋର ସମୟରେ ଘଟିଛି ଏହି ଦୁର୍ଘଟଣା ।ଖବର ଅନୁଯାୟୀ, ସାହାରା ନାମକ ଏକ ଘରୋଇ ବସରେ ଉତ୍ତରପ୍ରଦେଶ ଅଞ୍ଚଳର ୮୦ ଜଣ […]Continue Reading
Top Stories
BY AKSHYA ROUT JAJPUR: PWD Department  Engineer In Chief Manoranjan Mishra  visited Sundragarh District on Sunday   and reviewed various development projects being carried out by the department in the district. He directed the departmental officials to complete the work on scheduled time.  Among others Chief Engineer Taraprasad Mishra.  Continue Reading
Odisha News
ଅକ୍ଷୟ କୁମାର ରାଉତ ରିପୋର୍ଟଯାଜପୁର, ତା ୯/୯ : କେନ୍ଦ୍ର ସରକାରଙ୍କ ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ଚରଣ ମୁଣ୍ଡା ଯାଜପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଚ୍ଥନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମାନ୍ୟବର ମନ୍ତ୍ରୀ ଶ୍ରୀ ମୁଣ୍ଡା ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ସଦର ମହକୁମାରେ ପହଞ୍ଚିଥିଲେ ।ଜିଲ୍ଳାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗଦେଇ ଜିଲ୍ଳାରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୯/୯: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରର ଶୁକ୍ରବାର ଜିଲ୍ଲାସ୍ତରୀୟ ୩୭ ତମ ଜାତୀୟ ଚକ୍ଷୁପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଚକ୍ଷୁପକ୍ଷ ୨୫ ଅଗଷ୍ଟ ରୁ ୮ ସେପ୍ଟେମ୍ବର ପାଳନ ଅବସରରେ ଶୁକ୍ରବାର ଶେଷ ଦିନରେ ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତି ପକ୍ଷରୁ ପାଳିତ ହୋଇଥିଲା ।ଏହି ଅବସରରେ ତାଲିମ ନେଉଥିବା ଏଏନଏମ: Continue Reading
Seo wordpress plugin by www.seowizard.org.