Home Posts tagged Jajpur (Page 31)
Odisha News
ଯାଜପୁର,୪/୨: ବିଞ୍ଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ଆଜି ସକାଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯାଜପୁର ସଦର ଥାନା ବରୁହାଁ ନିକଟରେ ଖରସ୍ରୋତା ନଦୀବନ୍ଧ ଉପରେ ତାଙ୍କ ବାଇକ୍କୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା। ଏଥିରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସହଯୋଗୀ ଗୁରୁତର ହୋଇଛନ୍ତି।ଆଜି ସକାଳେ ଅର୍ଜୁନ ଚରଣ ଦାସ ଭୁବନେଶ୍ୱରରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ନିଜ ସହଯୋଗୀଙ୍କ ସହ ବାଇକ୍ରେ Continue Reading
Odisha News
ଅକ୍ଷୟ ସାହୁଙ୍କ ରିପୋର୍ଟଯାଜପୁର,୩/୨: ବିକାଶ କେବଳ ସହରରେ ନୁହେଁ ଗାଁ କୁ ମଧ୍ୟ ପରିବ୍ୟାପ୍ତ ହୋଇଛି । ସହରବାସୀ ଯେ ଆଧୁନିକତାକୁ ଅନୁଭବ କରୁଛନ୍ତି ତାହା ନୁହେଁ ବଣ ଜଙ୍ଗଲ ଘେରା ଗାଁରେ ମଧ୍ୟ ବିକାଶ ପାଦ ଥାପିଛି । ଯାହା ଫଳରେ ଗାଁରେ ସହରୀ ସଭ୍ୟତାର ଝଲକ ଦେଖିବାକୁ ମିଳିଛି ।ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ରଗଡ଼ା ଡ୍ୟାମ ନିକଟ ଗ୍ରୀନ ପାର୍କ ନିର୍ମାଣ ହୋଇଛି । ଏକ ପ୍ରାକୃତିକ ଓ ମନୋରମ ପରିବେଶ ମଧ୍ୟରେ […]Continue Reading
Odisha News
ଯାଜପୁର,୨୭/୧: ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମୃତକ ହେଲେ ରଜତ କୁମାର ସାହୁ। ଗଜେନ୍ଦ୍ର ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଯୁବକଙ୍କ ଘର ବରୀ ଦରଘା ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସାରେ ଅବହେଳା ଦର୍ଶାଇ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୬/୧ : ଭାରତ ବିଶ୍ୱର ଏକ ବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ନେଇ ଏହାର ସମ୍ୱିଧାନ ସର୍ବ ଜାତି, ଧର୍ମ, ବର୍ଣ୍ଣ ଭାଷା ଓ ବିବିଧତାରେ ଏକତା ମନ୍ତ୍ର ନେଇ ସମସ୍ତଙ୍କ ସାମାଜିକ, ରାଜନୈତିକ ଏବଂ ଅର୍ଥ ନୈତିକ ବିକାଶ ଦିଗରେ ସମ୍ୱିଧାନର ମୁଖପତ୍ର ବାର୍ତ୍ତା ବହନ କରେ ।ଏଣୁ ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ସୁରକ୍ଷା ଓ ସାମ୍ୱିଧାନିକ ନୈତିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ରାଷ୍ଟ୍ରର ଏକତା ଓ ସଂହତିକୁ ଅକ୍ଷୁର୍ଣ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୨୨/୧ :ସାଙ୍ଗଠାନିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସାମାଜିକ କାର‌୍ୟ୍ୟ ସବୁଥିରେ ସଂଘର ଉଦ୍ୟମ ପ୍ରଶଂସନୀୟ । ବର୍ଷ ବର୍ଷ ଧରି ସଂଘ ଏଭଳି ଜନହିତକାରୀ କାର୍ଯ୍ୟ ଜାରି ରଖିଥିବା ବେଳେ ଏହା ଅନ୍ୟଙ୍କ ପାଇଁ ପ୍ରେରଣା ।ଅନ୍ୟ ପଂଚାୟତର ଥିବା ଯୁବକ ମାନେ ଏହି ସଂଘର କାର୍ଯ୍ୟକୁ ଅନୁସରଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦରକାର ବୋଲି ବୀଣାପାଣି ଯୁବକ ସଂଘ ଉପର ଟମକା ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର Continue Reading
Top Stories
By Akshaya Patnaik Bhadrak/Jajpur/ Keonjhar, Jan. 19: Hundreds of farmers in Odisha on Thursday took to the streets and dumped paddy on the roads as a mark of the protests against Katni Chatni in paddy procurement. ‘Katni Chhatni’ is a local colloquial Odia term which implies deduction of a certain quantity of  farm produce by […]Continue Reading
Odisha News
ଯାଜପୁର,୧୪/୧: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ପଛରେ ଏକ କାର୍ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।ମୃତକ ଦ୍ୱୟ ହେଲେ ବିଶ୍ୱଜିତ୍ ମାଇଟି (୩୩) ବର୍ଷ ଓ ଦିତପ୍ରଭା ପଣ୍ଡା (୩୦) ବର୍ଷ। ଆହତମାନଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମକର ସଂକ୍ରାନ୍ତି ଅବସରରେ ଆଜି […]Continue Reading
Seo wordpress plugin by www.seowizard.org.