Home Posts tagged Jajpur (Page 30)
Feature
  Writer Taraprasad Mishra JAJPUR,MAY 30 : The world we live in today has been through a lot of things from world wars to epidemics, but one thing which remained constant throughout was resilience and kindness. Moreover, it was the spirit to fight back and help out each other. Kindness must be an essential and universal […]Continue Reading
Odisha News
ଯାଜପୁର,୨୧/୫: ଟ୍ରେନ୍ ନମ୍ବର ୨୨୮୯୬ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧାରେ ଅଟକିଛି। କାଳବୈଶାଖୀ ଯୋଗୁଁ ଦ୍ରତଗାମୀ ଟ୍ରେନ୍ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ନିକଟରେ ଅଟକିଛି। କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ୍ ଭାଙ୍ଗିଥିବା ସୂଚନା ମିଳିଛି। ଆଜି ଅପରାହ୍ଣ ୪ଟା ୩୫ରୁ ଟ୍ରେନ୍ଟି ଅଟକି ରହିଥିବା ଜଣାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀମାନେ ବାହାରକୁ ଆସିଯାଇଛନ୍ତି ଏବଂ ଯାତ୍ରା Continue Reading
Odisha News
ଯାଜପୁର,୧୬/୫: ଯାଜପୁରରୋଡ ଥାନା ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍ରୁ ଡକାୟତିମାନେ ଲୁଟ୍ କରିଥିବା ୧୫ କିଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି। ଘଟଣା ଦିନ ଲୁଟ୍ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି। ତଦନ୍ତ ବେଳେ ପୁଲିସ ଯେପରି କୌଣସି ତଥ୍ୟପ୍ରମାଣ ନ ପାଇବ ସେଥି ନିମନ୍ତେ ଗହଣା ସୋ’ରୁମ୍ରେ ଲାଗିଥିବା ସମସ୍ତ ସିସିଟିଭି ସମେତ ସିସିଟିଭି ଫୁଟେଜ୍ ରେକର୍ଡ କରି […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧୬/୫ : ଯାଜପୁର ଜିଲା ଦାନଗଦି ବ୍ଳକ ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଗ୍ରାମର କୈଳାଶ ମାଝୀ ବିଜେଡି କୁ ପୁଣି ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ମନ୍ତ୍ରୀ ତଥା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ସାମିଲି ହୋଇଛନ୍ତି । ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି ତାଙ୍କୁ ଦଳୀୟ ଉତାରୀୟ ଦେଇ ସ୍ୱାଗତ କରିଛନ୍ତି।Continue Reading
Odisha News
ଯାଜପୁର,୧୫/୫ : ଯାଜପୁର ଜିଲ୍ଲା ବ୍ୟାସନଗର ବଜାରରେ ଥିବା ଏକ ଗହଣା ଶୋ’ ରୁମ୍ ‘ସେନ୍କୋ’ରେ ଡକାୟତି। କର୍ମଚାରୀଙ୍କୁ ମାଡ଼ ମାରି ଡକାୟତମାନେ ବିପୁଳ ପରିମାଣର ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।୭ ଡକାୟତ ବନ୍ଧୁକ ମୁନରେ ପ୍ରଥମେ କର୍ମଚାରୀଙ୍କୁ ଡରାଇ ଧମକାଇ ଥିଲେ ଓ ପରେ ଗହଣା ଲୁଟି ନେଇଥିବା ସୂଚନା ମିଳିଛି। ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି।ଯୋଜନାବଦ୍ଧ ଭାବେ ଏହି ଡକାୟତମାନେ ଗ୍ରାହକ ବେଶରେ ବ୍ୟାଙ୍କରେ ପଶିଥିଲେ। […]Continue Reading
Odisha News
ଯାଜପୁର,୧୩/୫ : କାଳିଆ ଦର୍ଶନ ପାଇଁ ବାହାରିଥିଲେ ୩ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଅଘଟଣ। ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ି ଯିବାରୁ ରାସ୍ତା ଉପରେ ହିଁ ଜୀବନ ହାରିଲେ ୩ ସାଙ୍ଗ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଘଟିଛି ।ମୃତକମାନେ ହେଲେ ଧର୍ମଶାଳା ଥାନା ମାନତିରା ଗ୍ରାମର ଅଭିଷେକ ସର (୨୨), ଧର୍ମଶାଳା ବ୍ଲକ ଚଡେଇଧରା ଅଞ୍ଚଳର […]Continue Reading
Top Stories
We are talking about Jajpur District Collector Magistrate Ranjan Kumar Das, Jajpur SP Charan Singh Meena, District Project Director Rural Development Agency Indramani Nayak, Additional District Magistrate (Revenue) Akshay Kumar Mallick, Additional District Magistrate (Kalinganagar) Santosh Kumar Mishra, Additional District Magistrate (General) Mihir Prasad Mohanty, Sub  Continue Reading