Home Posts tagged Jajpur (Page 29)
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୪/ : ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏକ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ରସୁଲପୁର ବ୍ଳକ ଅଧିନ ଗୋପାଳପୁର ଓ ଚକଗୋପାଳପୁର ଗ୍ରାମରେ ଜାତୀୟ କୃଷି ଓ ଗ୍ରାମ୍ୟ ଊନ୍ନୟନ ବ୍ୟାଙ୍କ (ନାବାର୍ଡ) ସହାୟତା ଓ ସଦସ୍ୟ ସଦସ୍ୟା ମାନଙ୍କ ଅଂଶ ଧନ ରାଶି ବିନିଯୋଗରେ ଏବଂ ନେତାଜୀ ଯୁବକ ସଂଘ ଦ୍ୱାରା ପରିଚାଳନାରେ କାର୍ଯ୍ୟ କରୁଥିବା ବିରଜା ହସ୍ତତନ୍ତ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧୪/୬ : ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର ଓ ଲେଖିକା ରଚିତା ମିଶ୍ର ରଜୋତ୍ସବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ଓଡିଶା ବାସୀ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି। ରଜୋତ୍ସବ ଉପଲକ୍ଷେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରଜୋତ୍ସବ ଲୋକମାନଙ୍କ ମଧ୍ୟରେ ଆନନ୍ଦ, ଉଲ୍ଲାସ, ଏକତା ଓ ଭ୍ରାତୃଭାବର ଭାବନା ଭରିଦେଉ ବୋଲି ସେ କାମନା କରିଛନ୍ତି।Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧୧/୬: ଯାଜପୁର ଜିଲା ବାହାବଳପୁର ଗ୍ରାମର ସୂର୍ଯ୍ୟପ୍ରକାଶ ଦାସ ଓ ରମଣଦୀପ କୌରଙ୍କ କୁନିଝିଅ ସାରା(୪) ନିଜ ଜନ୍ମଦିନରେ ପାଇଥିବା ଉପହାର ଟଙ୍କା ରେଳ ଦୁର୍ଘଟଣାରେ ଆହତ ଲୋକ ମାନଙ୍କ ଚିକିତ୍ସା ପାଇଁ ଦାନ କରିଛନ୍ତି।ସାରା ତାଙ୍କ ଜନ୍ମ ଦିନରେ ୨୦ ହଜାର ଟଙ୍କା ଉପହାର ମିଳିଥିଲା ।ଟ୍ରେନ୍ ଦୁର୍ଘଟଣା ଆହତ ବ୍ୟକ୍ତିଙ୍କ ସହାୟତା ପାଇଁ ଗତ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୯/୬: ବାହାନଗା ଟ୍ରେନ ଦୁର୍ଘଟଣାରେ,ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରାଛିପୁର ପଞ୍ଚାୟତର ଶିବଶଙ୍କର ସାହୁଙ୍କ ପରଲୋକ ଘଟିଥିଲା। ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ସାମିଲି ହୋଇଥିଲେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଶୁକ୍ରବାର ମନ୍ତ୍ରୀ ଘଡେଇ ପ୍ରଶାସନିକ ଅଧିକାରୀଙ୍କ ସହ ଶିବଶଙ୍କରଙ୍କ ଘରେ ପହଞ୍ଚି ସରକାରୀ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅର୍ଚନା Continue Reading
Top Stories
BY AKSHAYA ROUT JAJPUR,JUNE 7 :   At least six  workers were killed and two  sustained serious injuries  after an engineless goods train ran over them near Jajpur – Keonjhar Road station  in Jajpur district on Wednesday afternoon. They had taken shelter under the bogie of a  stationary goods train stationed at Jajpur Road station  to […]Continue Reading
Top Stories
BY AKSHYA ROUT JAJPUR,MAY 30 : In a major breakthrough, the forest officials  seized  30 kilograms  of spotted  wild boar ‘s  meat    at Paikarapur village  within   Dalijodi forest range in Jajpur district on  Monday night.   “We  gathered information regarding illegal transporting  of wild boar Continue Reading