Home Posts tagged Jajpur (Page 26)
Odisha News
ଯାଜପୁର,୧/୧୦: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟର ଅନତି ଦୂରରେ ଥିବା ନାଳ ପାଣିରୁ ରଶି ଲଗା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଅବଶ୍ୟ ମିଳିଛି। ମୃତକ ହେଲେ ଓଳେଇ ଗ୍ରାମର ପ୍ରିୟ ରଞନ ଧଳ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବିଂଝାରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ସେପଟେ ମୃତ ଯୁବକଙ୍କ ଦାଦା ଦେବେନ୍ଦ୍ର Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧୪/୯ :ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ବାପାଙ୍କୁ ହରାଇ ଥିଲେ । ଏବେ ମାଙ୍କୁ ହରାଇ ଦେଲେ । ବାପା ଯିବାର ଦୁଃଖକୁ ସହିବାକୁ ସାହସ ଜୁଟାଉଥିଲେ ତିନି ଭଉଣୀ ଓ ଗୋଟିଏ ଭାଇ ।ସହାରା ଥିଲେ ମା । ମା ପଣତକୁ ସହାରା କରି ବଞ୍ଚିଯିବାର ଆଶା ବାନ୍ଧିଥିବା ପିଲାମାନଙ୍କ ଉପରୁ ମାର ଆଶା, ଭରସା ଓ ବିଶ୍ୱାସର ପଣତ କାନୀ ବି ଚାଲିଗଲା ବହୁ ଦୂରକୁ । ଯେଉଁଠାରୁ ଆଉ […]Continue Reading
Odisha News
ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟଯାଜପୁର,୮/୯: ଲୋକଙ୍କ ସହ ମିଶିବା ଏବଂ ଦଳରେ ଲୋକଙ୍କୁ ଯୋଡ଼ିବା, ବିଜୁ ଜନତା ଦଳର ଆଦର୍ଶ।ବିଜେଡିର ଜନସଂପର୍କ ନୀତିରେ ଆକୃଷ୍ଟ ହୋଇ ଦାନଗଦୀ ବ୍ଲକ ଦେଉଳକଣ ପଞ୍ଚାୟତର ବରିଷ୍ଠ ବିଜେପି ନେତା ଓ କର୍ମୀ ମାନେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଉପସ୍ଥିତ ରେ ବିଜେଡି ସାମିଲ ହୋଇଛନ୍ତି କର୍ମୀ ମନ୍ତ୍ରୀ ଘଡେଇ ସେମାନଙ୍କୁ ସ୍ୱାଗତ କରିଛନ୍ତି। ବରିଷ୍ଠ ଯୁବ ନେତା ପ୍ରଦୀପ ନେତା ଓ ବହୁ […]Continue Reading
Odisha News
ଅକ୍ଷୟ ସାହୁଙ୍କ ରିପୋର୍ଟଯାଜପୁର, ୪/୯ : ପୁଣି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତର ବିଜେପି ଯୁବ ସଂଗଠକମାନେ ବିଜେଡିରେ ଯୋଗ ଦେଇଛନ୍ତି।ଦଳୀୟ ଉତ୍ତରୀୟ ଦେଇ ଏହି କର୍ମୀ ମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ବିଜେପିର କର୍ମୀ ବିଧାୟକଙ୍କ Continue Reading
Top Stories
By Akshya Rout Jajpur,Aug 17 : A saltwater crocodile attacked and killed a woman on Wednesday in Jajpur district .  Joshna Jena (35) the wife of Anama Jena of village  Palatapur    under Dalijoda forest range  within Bari block     was dragged away by a  crocodile  when she was washing utensils in the river.  Continue Reading
Odisha News
ଯାଜପୁର,୧୬/୮ : ମହିଳାଙ୍କୁ ଟାଣିନେଇ ଖାଇଦେଲା କୁମ୍ଭୀର। ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ। ମୃତ ମହିଳା ଜଣଙ୍କ ହେଲେ ଅନାମ ଚରଣ ଜେନାଙ୍କ ପତ୍ନୀ ଜୋସ୍ନା ଜେନା।ଆଜି ସକାଳେ ଜୋସ୍ନା ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣିନେଇଥିଲା। ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଜୋସ୍ନାଙ୍କ ଖୋଜାଖୋଜି […]Continue Reading
Feature
Writer Taraprasad Mishra JAJPUR,AUG 14 : As this day is observed, there is a sense of nationalism and patriotism present in every Indian’s heart. On this day, we also experience a feeling of pride and unity in the nation’s diversity. India is a country where people of all religions reside alongside each other.  Independence Day […]Continue Reading