Home Posts tagged Jajpur (Page 21)
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୩୧/୧୨ :କଲେଜ ମାନଙ୍କରେ ଚାଲିଛି ନୂଆ-ଓ, ନବୀନ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ । ନିଜ ଭିତରର ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ କରିବାର ଭରପୁର ସୁଯୋଗ ନେଉଛନ୍ତି ଛାତ୍ରଛାତ୍ରୀ ।ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ବାର୍ତ୍ତା ବି ଦେଉଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ କଲେଜରେ ଆୟୋଜିତ ହେଉଛି କାର୍ଯ୍ୟକ୍ରମ ।ହେଲେ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୩୦/୧୨: ପୂର୍ବତନ ବିରୋଧୀ ଦଳ ନେତା ତଥା ଜନତା ଦଳର ଟାଣୁଆ ନେତା ଦିବଙ୍ଗତ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଛି । ଯାଜପୁର ବିରଜା ପାନ୍ଥଶାଳା ପରିସରରେ ବରିଷ୍ଠ ବିଜେଡି ନେତା ବିଷ୍ଣୁବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମୁଖ୍ୟବକ୍ତା ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ସମ୍ମାନିତ ଅତିଥି ସମାଜବାଦୀ ପାର୍ଟି ନେତା Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୩୦/୧୨: ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ଅବସର ପ୍ରାପ୍ତ କର୍ମଚାରୀଙ୍କ ସମାବେଶରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏକ ସୁସ୍ଥ ସମାଜ ଗଠନ ଦିଗରେ ସରକାରୀ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଅନେକ ଅବସର ପରେ ବି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରି ସମାଜର ସେବା କରୁଛନ୍ତି । ଏହି ବ୍ୟକ୍ତି ମାନେ Continue Reading