Home Posts tagged Jajpur (Page 19)
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧୭।୧: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯଖପୁରା ଠାରେ ନିର୍ମାଣ ହେଉଛି ଅତ୍ୟାଧୁନିକ କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଶିଶୁ ଯତ୍ନ ପ୍ରତିଷ୍ଠାନ । ଆଜି ଏହାର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।ଯଖପୁରା ଠାରେ ପ୍ରତିଷ୍ଠା ହେଉଥିବା ଏହି କ୍ରୀଡ଼ା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରି ମନ୍ତ୍ରୀ ଇଂ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୪/୧ : ଆମ ଓଡ଼ିଶା,ନବୀନ ଓଡ଼ିଶା ଯୋଜନାରେ ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତରେ ୫୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଶିଳାନ୍ୟାସ ଦେଇଛନ୍ତି ଉପସ୍ଥିତ ଅଛନ୍ତି ବ୍ଲକ ଅଧକ୍ଷା ଅର୍ଚ୍ଚନା ଦାସ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ପ୍ରଦୀପ କୁମାର ମହାନ୍ତି ,ସରପଂଚ ,ସମିତି ସଭ୍ୟ ସମେତ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।Continue Reading
Odisha News
ଲେଖକ ଇଂ ତାରାପ୍ରସାଦ ମିଶ୍ରକିଏ ଜଣେ ବିଦ୍ବାନ ଏକଦା କହିଥିଲେ- ‘ଜନ୍ମ’ ମଣିଷର ଅସଲ ପରିଚୟ ନୁହେଁ, ମଣିଷର ଅସଲ ପରିଚୟ ହେଉଛି ତାର କର୍ମ। ସେଇଥିପାଇଁ ମହାଭାରତରେ ମହାରଥୀ କର୍ଣ୍ଣ କହିଥିଲେ-‘ଉଚ୍ଚକୁଳରେ ଜାତ ହେବା ଦୈବର ଅଧୀନ ହୋଇପାରେ,ମାତ୍ର ପୁରୁଷକାର ମୋର ଅଧୀନ ଅଟେ।ଗୀତାରେ ଭଗବାନ ଶ୍ରୀକୃଷ୍ଣ ବି କହିଛନ୍ତି- ‘ମୁଁ କାହାର ଭାଗ୍ୟ ତିଆରି କରେନାହିଁ, ମଣିଷ ନିଜେ ନିଜର ଭାଗ୍ୟ ତିଆରି କରେ।ତୁମେ ଆଜି ଯାହା କରୁଛ, ତାର ଫଳ Continue Reading