ଗୁଲାମ୍ ଗସ୍ଙ୍କ ରିପୋର୍ଟ୍ଧର୍ମଶାଳା/ଯାଜପୁର,୨୬/୭ : ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ମନ୍ଦିରରୁ ଠାକୁର ୯ ଦିନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଗତକାଲି ବାହୁଡାରେ ମନ୍ଦିରକୁ ଫେରିଛନ୍ତି । ଶନିବାର ରଥାରୁଡ ଠାକୁରଙ୍କୁ ସୁନାବେଶ କରାଯାଇଛି । ଶନିବାର ଅପରାହ୍ନରେ ଠାକୁରଙ୍କ ନିତିକାନ୍ତି ପୂଜା ସରିବା ପରେ ବ୍ରାହ୍ମଣମାନେ ରଥାରୁଡ ଠାକୁରଙ୍କୁ ସୁନାବେଶ କରାଇଥିଲେ Continue Reading




