Home Posts tagged jahangiripur voilance
Odisha News
ଲଖନଉ,୧୯/୪: ଦିଲ୍ଲୀ ଜାହାଙ୍ଗୀରପୁରରେ ହୋଇଥିବା ହିଂସାକାଣ୍ଡ ପରେ ଯୋଗୀ ଆନିତ୍ୟ ନାଥ ନୂଆ ନିର୍ଦ୍ଦେଶାବଳୀ ଜାରିକରିଛନ୍ତି । ବିନା ଅନୁମତିରେ କୌଣସି ସୋଭାଯାତ୍ରା ବାହାରି ପାରିବନି ବୋଲି କହିଛନ୍ତି । ଲାଉଡ୍‌ସ୍ପିକର ବ୍ୟବହାର ହୋଇପାରିବ ହେଲେ ଏହାର ଶବ୍ଦ ଧାର୍ମିକ ପରିସରରୁ ବାହାରକୁ ଆସିବ ନାହିଁ । ଯୋଗୀ କହିଛନ୍ତି ଯେ ଜଣଙ୍କର ଧାର୍ମିକ ଚିନ୍ତାଧାରା ଅନୁଯାୟୀ ଉପାସନା ପଦ୍ଧତି ଅନୁସରଣ କରିବାର ସ୍ୱାଧୀନତା ରହିଛି।ଲାଉଡ଼ସ୍ପିକରର ଶବ୍ଦ ଯେଭଳି ଅନ୍ୟ Continue Reading
Seo wordpress plugin by www.seowizard.org.