Home Posts tagged Jagatsinghpur (Page 3)
Odisha News
କୁଜଙ୍ଗ,୧୮/୬: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଚାଞ୍ଚଲ୍ୟ। ଜଣେ ଉନ୍ମତ୍ତ ଯୁବକର ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ତିନିଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢେ ୭ଟା ବେଳେ ସ୍ଥାନୀୟ ଏକ୍ସପ୍ରେସ ଓ୍ବେ କଲୋନିରେ ଚିଣ୍ଟୁଆ ନାଥ(୩୫) ନାମକ ଜଣେ ଯୁବକ ସେହି କଲୋନିର ଅନୀତା ରାଉତ(୪୨) ନାମକ ଜଣେ ମହିଳାଙ୍କୁ ଏକ କଟୁରି ଓ ଜିଆଇ ପାଇପରେ ପ୍ରଥମେ ଆକ୍ରମଣ କରିଥିଲା।ଏହାଫଳରେ Continue Reading
Odisha News
ଜଗତସିଂହପୁର,୨/୬ : ପୁଲିସ ଆଖିରେ ଧୂଳି ଦେଇ ମହିଳା ବେଶରେ ମେଡ଼ିକାଲରୁ ଛୁ ମାରିଲା ବିଚାରାଧୀନ ବନ୍ଦୀ। ଏପରି ଘଟଣା ଘଟିଛି କଟକ ବଡ଼ ମେଡିକାଲରେ।ବିଚାରାଧୀନ ବନ୍ଦୀ ଜଣକ ହେଲେ ସାଜନ ଦାସ। ସାଜନର ଘର ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ।ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସାଜନକୁ ନିଆଳି ଥାନାରେ ରଖାଯାଇଥିଲା। ତାର ଦେହ ସବୁବେଳେ ଅସୁସ୍ଥ ହେବାରୁ ତାକୁ କିଛି ଦିନ ହେବ ଚୌଦ୍ୱାର ଜେଲକୁ […]Continue Reading
Odisha News
ଜଗତସିଂହପୁର,୨୭/୫ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବରିହାଡିହା ଗାଁରେ ବଜ୍ରପାତରେ ୩ଟି ପରିବାରର ୫ବଖରା ଘର ଜଳିଯାଇଛି। ନିଆଁରେ ପୋଡ଼ି ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ମା’ ଲତା ପରିଡା, ୨ପୁଅ ଲିଟୁନା ପରିଡ଼ା ଓ ବୁଟୁ ପରିଡ଼ା। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଗତକାଲି ରାତି ପ୍ରାୟ ୩ଟା ସମୟରେ ବରିହାଡିହା ଗାଁରେ କାଳବୈଶାଖୀ ହୋଇଥିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘରେ Continue Reading
Odisha News
ଜଗତସିଂହପୁର,୧୩/୫ : ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୨ଜଣ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି।ଗତକାଲି ଚନ୍ଦନ ଯାତ୍ରା ଥିବାରୁ ନିକଟରେ ଥିବା ପୋଖରୀରେ ମା’ଙ୍କର ଚାପ ଖେଳ ଚାଲିଥିଲା। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ଶହଶହ ଲୋକେ ପୋଖରୀ ଚାରିପାଖେ ଠିଆ ହୋଇ ମା’ଙ୍କର […]Continue Reading