ଜଗତସିଂହପୁର, ୨୬/୪ : ମାଛ ଧରୁଥିବା ବେଳେ ଘଟିଲା ଅଘଟଣ । ମହାନଦୀରେ ବୁଡି ଜଣେ ମୃତ। ଜଗତସିଂହପୁର ଜିଲ୍ଲା ପାରାଦୀପ ଚଉମୁହାଣି ନିକଟ ମହାନଦୀରେ ଘଟିଛି ଅଘଟଣ ।ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ମୃତଦେହ ଠାବ ହୋଇଛି ।ଖବର ଅନୁଯାୟୀ, ମହେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତି ନଦୀରେ ପଶି ଜାଲ ଟାଣୁଥିଲେ। ହଠାତ୍ ମହେନ୍ଦ୍ର ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । କୁଜଙ୍ଗରୁ […]Continue Reading




