Home Posts tagged Jagatsinghpur
Odisha News
ଜଗତସିଂହପୁର,୨୩/୩: ଜଗତସିଂହପୁର ଜନତା କୋଠି ଛକରେ ଥିବା ବହି ଗୋଦାମରେ ବିସ୍ଫୋରଣ ହେବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବହି ଏବଂ ପାଠ୍ୟ ଉପକରଣ ପୋଡ଼ି ପାଉଁଶ ହୋଇଯାଇଛି।ଅନ୍ୟପକ୍ଷେ ନିଆଁରେ ୩ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜଗତସିଂହପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ବିସ୍ଫୋରଣ ଏତେ ଜୋର ଥିଲା ଯେ, Continue Reading
Odisha News
ପାରାଦୀପ,୨୭/୧: ଜଗତସିଂହପୁର ଜିଲା ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ୧୦ଉଠା ଦୋକାନୀଙ୍କୁ ଧକ୍କା ଦେବା ସହ ଏକ କାଠ ପୋଲରେ ପିଟିହୋଇ ଯାଇଥିଲା।ଦୁର୍ଘଟଣାରେ ୨ଜଣ ଦୋକାନୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ବୋଲେରୋରେ ଥିବା ୪ଜଣଙ୍କୁ ସ୍ଥାନୀୟ ଲୋକେ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ Continue Reading
Odisha News
ଜଗତସିଂହପୁର, ୪/୧ : ପୁଣି କାଳ ହେଲା ବାଣ ବିସ୍ଫୋରଣ। ଉଡ଼ିଗଲା ଘରର ଛାତ। ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ।ଗତକାଲି ରାତିରେ ଜଗତସିଂହପୁର ସଦର […]Continue Reading
Odisha News
ପାରାଦୀପ,୨୪।୧୨: ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପାରାଙ୍କ ଗୋଡ଼ରେ ଲାଗିଥିବା ବେଲ୍ଟରେ ବିଦେଶୀ ଭାଷା ଲେଖା ରହିଛି। ପାରାକୁ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରି ପୋଲିସ ଛାନଭିନ ଆରମ୍ଭ କରିଛି।Continue Reading
Odisha News
ପାରାଦୀପ,୨୧/୧୦ : ଜଗତସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଛାତ୍ରଙ୍କୁ ମାଡ଼ ମାରି ବଳପୂର୍ବକ ଅପହରଣ କରାଯାଇଥିଲା।ସଂପୃକ୍ତ ଅପହରଣକାରୀମାନେ ଚଣ୍ଡିଖୋଲ ଅଭିମୁଖେ ନେଇ ଯାଉଥିଲେ। ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆଗଡ଼ା ଛକରେ ଏକ ସ୍କର୍ପିଓ ଅଟକି ଥିଲା। ସେହି ସମୟରେ ଛାତ୍ର ଜଣକ ଗୋଇଠା ମାରି ନିଜକୁ ବଞ୍ଚାଇଛନ୍ତି। ପରେ ଜଣେ ବାଇକ୍ ଆରୋହୀଙ୍କ Continue Reading
Odisha News
ଜଗତସିଂହପୁର,୨୩/୯ : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଯୁବକଜଣକ ମରଣ ସହ ସଂଘର୍ଷ କରୁଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଆସାହିରେ ଘଟିଛି।ଆକ୍ରମଣର ଶିକାର ଯୁବକଙ୍କ ଘର ବଳରାମପୁର ବୋଲି ଜଣାପଡିଥିବା ବେଳେ ଆକ୍ରମଣକାରୀମାନେ ଜଗନ୍ନାଥପୁର ଅଞ୍ଚଳର ବୋଲି ଅଭିଯୋଗ ହୋଇଛି।ଗତ ରାତିରେ ଯୁବକ ଜଣକ ତାଳଦଣ୍ଡାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ Continue Reading
Odisha News
ପାରାଦୀପ, ୧୫/୮ : ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପ ଥାନାରେ ୧୨ ଜଣଙ୍କୁ ଅଟକ ରଖିଛି ପୁଲିସ। ଅଟକଙ୍କ ମଧ୍ୟରେ୧୧ ଜଣ ଯୁବକ ଥିବାବେଳେ ଜଣେ ବୃଦ୍ଧ ଥିବା ଜଣାଯାଇଛି। ପୁଲିସ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ସେମାନଙ୍କୁ ପରିଚୟ ପତ୍ର ଯାଞ୍ଚ କରାଯାଇଛି।ଗତକାଲି କୋଲକତାର ବାବୁଘାଟରୁ ୧୨ ଜଣ ବ୍ୟକ୍ତି ପାରାଦୀପ ଆସୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପାରାଦୀପ ବସଷ୍ଟାଣ୍ଡରେ ସେମାନେ ଓହ୍ଲାଇବା ବେଳେ ସେମାନଙ୍କୁ Continue Reading
Odisha News
ଜଗତସିଂହପୁର,୯/୮: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି। ଏକ ଶ୍ମଶାନ କାମ ବିଲ୍ କରିବା ପାଇଁ ଠିକାଦାରଙ୍କ ଠାରୁ ସେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ।Continue Reading
Odisha News
ପାରାଦୀପ, ୧୩/୭: ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରାଦୀପର ଦୋଛକିରେ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କୁ ଚାପିଦେଲା ଲୁହାପଥର ବୋଝେଇ ଟ୍ରକ୍।ମୃତ ହୋମଗାର୍ଡ ହେଲେ ସ୍ଥାନୀୟ ବାଲଡିହ ଗ୍ରାମର ରାଜନ ପ୍ରଧାନ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଭୟ ପାରାଦୀପ – କଟକ ଓ ଚଣ୍ଡିଖୋଲ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ। ଆଜି ଭୋରରୁ ଧାଡ଼ି ଭାଙ୍ଗି ଯାଉଥିବା ଟ୍ରକକୁ ହୋମଗାର୍ଡ ରାଜନ Continue Reading
Odisha News
ଜଗତସିଂହପୁର/ସୋର/ସାଲେପୁର,, ୨୬/୩: ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ।ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର Continue Reading