ବରଦା ଦାସଙ୍କ ରିପୋର୍ଟଜଗତପୁର/କଟକ,୨୧/୪ : ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଜଗତପୁର ସେବାକେନ୍ଦ୍ର ଅନ୍ତର୍ଗତ ଖଇରାରେ ନିର୍ମିତ ଧ୍ୟାନ କେନ୍ଦ୍ର “ତପସ୍ୟାଧାମ” ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଛି।ଶିବଲିଙ୍ଗ ଆକୃତିରେ ନିର୍ମିତ ଏହି ତପସ୍ୟାଧାମର ଶୁଭ ଉଦ୍ଘାଟନ କରିଥିଲେ କଟକ ସବ୍ଜୋନ୍ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଲୋଚନା ଦିଦି। ତାଙ୍କର ଆଶୀର୍ବାଚନରେ ସେ ରାଜଯୋଗ ଏବଂ “ଓଁ” ଧ୍ୱନିର ଆଧ୍ୟାତ୍ମିକ Continue Reading




