Home Posts tagged Jacqueline Farnadez
Odisha News
ନୂଆଦିଲ୍ଲୀ,୧୪/୯: ପୁଣି ବଢ଼ିଲା ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ ଆଦି ଦିଲ୍ଲୀ ପୁଲିସରେ ହାଜର ହୋଇଛନ୍ତି। ଇଓଡ଼ବ୍ଲୁର ୫ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ପୁର୍ବରୁ ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ଇଡି ଜେରା କରିଥିଲା ଆଉ ଏବେ ଇଓଡବ୍ଲୁର ଜେରା କରୁଛି।ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫସିଛନ୍ତି । ଏନେଇ Continue Reading
Seo wordpress plugin by www.seowizard.org.