
ଭୁବନେଶ୍ୱର,୭/୧ : ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ଟିମ୍ ଚଢ଼ଉ କରିଛି । ହଂସିତାଙ୍କର ୧୨ଟି ଠିକଣାରେ ଖୋଲତାଡ଼ କରୁଛି ଆଇଟି ଟିମ୍ ।ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଛି । କୋଟି କୋଟି ଟଙ୍କାର ନେଣ ଦେଣ ନେଇ ଏହି ଚଢ଼ଉ କରାଯାଉଥିବା ନେଇ ଜଣାପଡ଼ିଛି ।କନ୍ଧମାଳ ଜିଲ୍ଲାର ନର୍ଲାର ହଂସିତା ଅଭିଲିପ୍ସା ଏବଂ ତାଙ୍କ ସହଯୋଗୀ ଅନୀଲ ମହାନ୍ତି ନିଜକୁ ସ୍ୱାମୀ-ସ୍ତ୍ରୀର ପରିଚୟ […]Continue Reading