Home Posts tagged iraq
Odisha News
ନୂଆଦିଲ୍ଲୀ, ୧୩/୩: ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଭୟଙ୍କର ଆକ୍ରମଣ। କ୍ୟାମ୍ପସ ଉପରକୁ ଘନ ଘନ ମିସାଇଲ୍ ମାଡ ହୋଇଛି। ବାଲାଷ୍ଟିକ ମିସାଇଲ ମାଡ ପରେ ଦୂତାବାସ ପରିସରେ ଭୟଙ୍କର ଧରଣର ନିଆଁ ଲାଗିଛି। ଇଷ୍ଟର୍ଣ୍ଣ ୟୁରୋପିୟନ୍ ମିଡିଆ ନେକ୍ଟା ମୁତାବକ, ଇରାନ୍ ଅଞ୍ଚଳରୁ ଏରବିଲ୍ ଉପରେ ରକେଟ୍ ହମଲା ହୋଇଛି।ଇରାକର ସୁରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ କେତେ ଜଣ ମୃତାହତ ହୋଇଛନ୍ତି ସେ Continue Reading
Seo wordpress plugin by www.seowizard.org.