Home Posts tagged iran film actress
Bollywood
ତେହରାନ,୧୮/୧୨: ଇରାନ ଜାରି ରହିଛି ହିଜାବ ବିରୋଧୀ ପ୍ରଦର୍ଶନ। ହଜାର ହଜାର ଲୋକେ ହିଜାବ ଓ ସରକାରଙ୍କ ଡ୍ରେସ୍ କୋଡ୍ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବହୁଦିନ ଧରି ଏହି ପ୍ରଦର୍ଶନ ଜାରି ରହିଛି। ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରିବା ତାଙ୍କୁ ଭାରି ପଡିଛି। ଦେଶବ୍ୟାପୀ ଚାଲିଥିବା ହିଜାବ୍ ବିରୋଧୀ ପ୍ରତିବାଦ ବିଷୟରେ ମିଥ୍ୟା ପ୍ରଚାର କରିଥିବା ଅଭିଯୋଗରେ ଇରାନ୍ର ସବୁଠୁ ପ୍ରସିଦ୍ଧ Continue Reading