Home Posts tagged ips reshufflr
Odisha News
ଭୁବନେଶ୍ବର, ୧୫/୧୨: ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଲା ପରେ ଆଇପିଏସ୍ ବି ରାଧିକାଙ୍କୁ ନୂଆ ଦାୟିତ୍ବ ମିଳିଛି। ୧୯୮୯ ବ୍ୟାଚ୍ର ପୁଲିସ ଅଧିକାରୀ ବି ରାଧିକାଙ୍କୁ ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି। ଏଥି ସହିତ ସେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍ଏଫ୍ଏସ୍ଏଲ୍)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ଶୁକ୍ରବାର ଗୃହ ବିଭାଗ Continue Reading