Home Posts tagged international flights
Odisha News
ନୂଆଦିଲ୍ଲୀ, ୨୭/୩ : ହଟିଲା କଟକଣା। ଦୁଇ ବର୍ଷ ପରେ ଆଜିଠୁ ଉଡିବ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ। କରୋନା କଟକଣା ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ଆଜିଠୁ ହଟିଛି । କରୋନା ସଂକ୍ରମଣ କମିବା ପରେ କେନ୍ଦ୍ର ସରକାର ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଚଳାଚଳ କରିବାକୁ ନିଷ୍ପତି ନେଇଛନ୍ତି।ଦେଶରେ କରୋନା ସଂକ୍ରମଣ ମାମଲା ବଢିବା ପରେ ୨୦୨୦ମସିହା ମାର୍ଚ୍ଚ ୨୩ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧ ଲଗାଯାଇଥିଲା। Continue Reading
Seo wordpress plugin by www.seowizard.org.