Home Posts tagged industrialist ratan tata passes away
Odisha News
ମୁମ୍ବାଇ, ୧୦/୧୦ : ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ। ରତନ ଟାଟାଙ୍କ ମରଶରୀରକୁ କୋଲାବାସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ରତନ ଟାଟାଙ୍କ ପାର୍ଥିବ ଶରୀରକୁ ପୂର୍ବାହ୍‌ଣ ୧୦ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଜନସାଧାରଣ ଶେଷ ଦର୍ଶନ କରିପାରିବେ ବୋଲି କୁହାଯାଇଛି।ମୁମ୍ବାଇ ପୁଲିସର ଦକ୍ଷିଣ ଜୋନର ଅତିରିକ୍ତ କମିଶନର ଅଭିନବ ଦେଶମୁଖ କହିଛନ୍ତି ଯେ ସକାଳ ୧୦ଟାରୁ ଅପରାହ୍ନ ୩ଟା ୩୦ Continue Reading
Seo wordpress plugin by www.seowizard.org.