Home Posts tagged Indian Railway
Odisha News
ନୂଆଦିଲ୍ଲୀ ୨୦।୭: ଦେଶରେ ୧୨ଟି ବେସରକାରୀ ଟ୍ରେନର ପ୍ରଥମ ବ୍ୟାଚ୍ ୨୦୨୩ରେ ଚଳାଚଳ ଆରମ୍ଭ ହେବ । ଏହାପରେ ଆସନ୍ତା ଆର୍ଥିକ ବର୍ଷରେ ୪୫ଟି ଟ୍ରେନ୍ ଚଳାଚଳ ଆରମ୍ଭ ହେବ । ରେଳ ଅଧିକାରୀଙ୍କ ଅନୁଯାୟୀ, ଏହିପରି ସମସ୍ତ ୧୫୧ଟି ବେସରକାରୀ ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟସୂଚୀ ଅନୁଯାୟୀ ୨୦୨୭ ସୁଦ୍ଧା ଆରମ୍ଭ ହେବ । ରେଲଓ୍ବେ ଏହାର ନେଟୱାର୍କରେ ବେସରକାରୀ କମ୍ପାନୀମାନଙ୍କୁ ଯାତ୍ରୀବାହୀ ଟ୍ରେନ୍ ଚଲାଇବା ପାଇଁ ଆନୁଷ୍ଠାନିକ ଭାବେ ଯୋଜନା ପ୍ରସ୍ତୁତ କରିବା Continue Reading
Seo wordpress plugin by www.seowizard.org.