
ଯାଜପୁର ୨୦/୭: ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ୱିତ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଅଁରପୁର ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ ହୋଇଛନ୍ତି । ମଧାହ୍ନ ଭୋଜନ ସହ ପିଲାଙ୍କ ପାଇଁ ଆସୁଥିବା ଡ୍ରେସ୍, ଜୋତା ବାବଦକୁ ଆସୁଥିବା ପଇସା ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା ।ଏହା ପରେ ଏବିଓ ଘଟଣାର ତଦନ୍ତ କରିଥିଲେ । ପାଖାପାଖି ତିନି ଲକ୍ଷ୍ ଟଙ୍କାର ମିଡ-ଡେ ମିଲ୍ ଚାଉଳ ଘୋଟାଲା […]Continue Reading