Home Posts tagged iic beauty mohanty death case
Odisha News
କଟକ, ୧୭/୭ : ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କମିଶନରେଟ୍ ପୁଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ।ଡିସିପିଙ୍କ କହିବାନୁସାରେ, ପ୍ରଥମ ଟିମ୍ ପୋଷ୍ଟମର୍ଟମ ରିପୋର୍ଟ ସମେତ ଘଟଣା ସମ୍ପର୍କିତ ସମସ୍ତ ପ୍ରାଥମିକ ପ୍ରମାଣ ଓ ତଥ୍ୟ ସଂଗ୍ରହ କରୁଛି। Continue Reading