ଭୁବନେଶ୍ୱର, ୧୨/୩ : ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ବଦଳିଛନ୍ତି । ଜୟପୁର ଉପଜିଲ୍ଲାପାଳ ଆଇଏଏସ ଅକବରମ୍ ସସ୍ୟ ରେଡ୍ଡି ବିଏମସିର ନୂତନ ଆୟୁକ୍ତ ହୋଇଛନ୍ତି । ତତସହିତ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ଦାୟିତ୍ୱରେ ଥିବା ଆଇଏଏସ୍ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମାଲକାନଗିରିର ନୂତନ ଜିଲ୍ଲାପାଳ ହୋଇଛନ୍ତି ।ବଣାଇ ଉପଜିଲ୍ଲାପାଳ Continue Reading




