Home Posts tagged husband kills wife
Odisha News
ବ୍ରଜରାଜନଗର, ୧୭/୩ : ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଧୀନ ରାମପୁର କଲୋନିରେ ବୁଧବାର ରାତିରେ ଘଟିଯାଇଛି ବୀଭତ୍ସ ହତ୍ୟାକାଣ୍ଡ। ଠେଙ୍ଗାରେ ପିଟି ପିଟି ପତ୍ନୀକୁ ହତ୍ୟା କରିଛି ପତି। ମୃତା ମହିଳା ହେଲେ କ୍ବାର୍ଟର୍ସ ନମ୍ବର ଏମ୍କ୍ୟୁ-୧୪ରେ ରୁହୁଥିବା ପଙ୍କଜିନୀ ନାୟକ (୬୧)। ଏହି ଘଟଣାରେ ପୁଲିସ ସ୍ବାମୀ ରମେଶ ନାୟକ (୬୪)କୁ ଅଟକ ରଖି ପଚରାଉଚରା କରୁଛି।ପୁଲିସର ସୂଚନା ଅନୁଯାୟୀ ପଙ୍କଜିନୀ ଏମ୍ସିଏଲର ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ବୁନ୍ଦିଆ Continue Reading
Seo wordpress plugin by www.seowizard.org.