
ମୁମ୍ବାଇ,୧୦/୯: ଛାଡ଼ପତ୍ର ପରେ ପତ୍ନୀ ଶାଳିନୀକୁ ଭରଣ ପୋଷଣ ପାଇଁ ୧କୋଟି ଟଙ୍କା ଦେଲେ ୟୋ ୟୋ ହନି ସିଂହ । ସୁପରିଚିତ ପଞ୍ଜାବୀ ଗାୟକ ହନି ସିଂହ ଏବଂ ପତ୍ନୀ ଶାଳିନୀ ତଲ୍ୱାର୍ ବିଧିବଦ୍ଧ ଭାବେ ପରସ୍ପରକୁ ଛାଡ଼ପତ୍ର ଦେବା ପରେ ଛାଡ଼ପତ୍ର ଚୁକ୍ତିନାମା ଅନୁସାରେ ପତ୍ନୀଙ୍କ ଭରଣ ପୋଷଣ ବାବଦକୁ ହନି ୧ କୋଟି ଟଙ୍କା ଦେଇଛନ୍ତି।ସ୍ମରଣଯୋଗ୍ୟ, ୨୦୨୧ରେ ଶାଳିନୀ ହନି ସିଂହଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଉତ୍ଥାପନ କରିଥିଲେ।ଗୁରୁବାର ଦିନ ଦିଲ୍ଲୀର […]Continue Reading