Home Posts tagged Hocky World Cup
Odisha News
ଭୁବନେଶ୍ୱର,୨୦ ।୧: ଶେଷ ଯାଏ ୱେଲ୍ସ ଭଳି ଦୁର୍ବଳ ଦଳ ସହ ସଂଘର୍ଷ କରିଛି ଭାରତୀୟ ପୁରୁଷ ହକି ଟିମ୍। ଅବଶ୍ୟ ଭାରତୀୟ ଟିମ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ୪-୨ରେ ଜିତିଛି। ହେଲେ ୱେଲ ଶେଷ ଯାଏ ଦଳ ଉପରେ ଚାପ ରଖିବାକୁ ସକ୍ଷମ ହୋଇଥିଲା। ଭାରତ ମ୍ୟାଚ୍ ଜିତିଥିଲେ ମଧ୍ୟ ଗ୍ରୁପ୍ ଡି’ରୁ ଦ୍ୱିତୀୟ ଦଳ ଭାବେ କ୍ରସଓଭର ମ୍ୟାଚ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।ଜାନୁଆରୀ ୨୨ରେ ଦଳ ଗ୍ରୁପ ସି’ର ତୃତୀୟ ସ୍ଥାନରେ […]Continue Reading
Seo wordpress plugin by www.seowizard.org.