Home Posts tagged HIRAKUD DAM OPEN JULY 23
Odisha News
ସମ୍ବଲପୁର,୨୧/୭ : ରବିବାର ସକାଳ ୯ଟା ସମୟରେ ହୀରାକୁଦରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ଏତଦ୍ୱାରା ମହାନଦୀ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହି ସମୟରେ ତଳମୁଣ୍ଡରେ ବସବାସ କରୁଥିବା ଲୋକେମାନେ ନଦୀ ମଧ୍ୟକୁ ଯାଆନ୍ତୁ ନାହିଁ।କୌଣସି ଦୁର୍ଘଟଣା ହୀରାକୁଦ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ମାଇକ ଦ୍ୱାରା ଏପରି ପ୍ରଚାର କରାଯାଇ ଲୋକମାନଙ୍କୁ ସତର୍କ କରାଯାଉଛି। ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ୍ ଯୋଗେ ପ୍ରଚାର Continue Reading
Seo wordpress plugin by www.seowizard.org.