
ଭୁବନେଶ୍ୱର,୭/୧୦ : ଦେଶର ସର୍ବବୃହତ ହୀରାକୁଦ ଜଳ ଭଣ୍ଡାରର ହେବ ନବକଳେବର । ଏଥିପାଇଁ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ୪ ବର୍ଷରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ୍ ପଦ୍ଧତିରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି ।୧୯୫୭ ମସିହାରେ ମହାନଦୀ ତଟରେ ନିର୍ମିତ ହୋଇଥିବା ବୃହତ ସବୁଠୁ ବଡ଼ ମାଟି ନଦୀ ବନ୍ଧ ହୀରାକୁଦର […]Continue Reading