Home Posts tagged HERAPANCHAMI DARASHAN AT PURI
Odisha News
ପୁରୀ, ୨୦/୭ : ଆଜି ହେରାପଞ୍ଚମୀ । ସେଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ । ହେରାପଞ୍ଚମୀରେ ଆଡ଼ପ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । କିନ୍ତୁ ହେରା ପଞ୍ଚମୀରେ କୌଣସି ଭିଆଇପି ଦର୍ଶନ ବ୍ୟବସ୍ଥା ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକ ।ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଜାରି ରହିଛି । କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ହେରାପଞ୍ଚମୀରେ ଅଧିକ ଭକ୍ତଙ୍କ ସମାଗମ ହେଉଥିବାରୁ Continue Reading