Home Posts tagged heat wave some part of odisha
Odisha News
ଓଡ଼ିଶା, ୧୩/୬ : ଓଡ଼ିଶାର ଗଣପର୍ବ ରଜରେ ଅଥୟ କରିବ ତାତି। ତା’ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ସେଥିପାଇଁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପାରେ।ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ କିନ୍ତୁ ଗ୍ରୀଷ୍ମ ପ୍ରବାହ ଓ ଗୁଳିଗୁଳି ଭିତରେ ଦକ୍ଷିର ଓଡ଼ିଶା ପାଇଁ ଆସିଛି ଭଲ ଖବର। ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର Continue Reading
Seo wordpress plugin by www.seowizard.org.