
ଭୁବନେଶ୍ୱର, ୭/୩: ତାତିରୁ ମିଳିବ ନାହିଁ ଆଉ ନିସ୍ତାର । ଅସହ୍ୟ ହେବ ତାତି, ବଢ଼ିବ ଗୁଳୁଗୁଳି । ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ।ଆସନ୍ତା ୯ ତାରିଖରୁ ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଥଣ୍ଡା ବାୟୁର ପ୍ରଭାବ କମିବା ସହ ତାପମାତ୍ର ବୃଦ୍ଧି ସମ୍ଭାବନା ରହିଛି । ସେଥିପାଇଁ ସତର୍କ ହୋଇ […]Continue Reading