ଭୁବନେଶ୍ୱର, ୨୮/୯ : ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ବିରୋଧରେ ସରକାର ବଡ଼ ଧରଣର କଡ଼ା ପଦକ୍ଷେପ ନେଇଛନ୍ତି। ନକଲି ପନିର, ଅପମିଶ୍ରିତ ଛେନା ଓ ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଲଗାତାର ଚଢ଼ାଉ ଜାରି ରହିଛି। ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଛି।ଏହି ଚଢ଼ାଉ ସମୟରେ Continue Reading



