
କଟକ, ୧୯/୨: ସକାଳୁ ସକାଳୁ କଟକରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ନାବାଳକ ନିଜ ଦେହରେ ଡିଜେଲ ଢାଳି ନିଜକୁ ଜାଳି ଦେଇଛନ୍ତି । ମୃତକ ପଶ୍ଚିମବଂଗ ଅଞ୍ଚଳର ୧୭ ବର୍ଷୀୟ ବାଳକ ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହି ଅଞ୍ଚଳରେ ରହୁଥିବା ପଶ୍ଚିମବଂଗର ଜଣେ ନାବାଳକ ନିଜ ଦେହରେ ଡିଜେଲ ଢାଳି ନିଜକୁ ଜାଳି ଦେଇଛନ୍ତି । ଘଟଣାସ୍ଥଳରୁ ତାଙ୍କର ଅର୍ଦ୍ଧଦଗ୍ଧ […]Continue Reading