
ଭୁବନେଶ୍ବର,୨୪/୯: ଗୁଗୁଲ୍ ସର୍ବଦା ତାର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା […]Continue Reading