Home Posts tagged ghumusar
Odisha News
ଭଞ୍ଜନଗର,୨୭/୩: ଘୁମୁସର ଜିଲ୍ଲା ଗଠନ ଦାବି ନେଇ ଆଜି ଭଞ୍ଜନଗର ବନ୍ଦ ଡ଼ାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯାଉଛି। ଏନେଇ ଆଜି ସକାଳୁ ବିଭିନ୍ନ ସଂଗଠନ ପକ୍ଷରୁ ଲୋକଙ୍କୁ ବନ୍ଦକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।ଜରୁରୀ ସେବା ପ୍ରଦାନକାରୀ ଯାତାୟାତ ବ୍ୟତୀତ ଏହି ସମୟ ମଧ୍ୟରେ ଗାଡ଼ି ମଟର, ଦୋକାନ ବଜାର, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ କ୍ରିୟାନୁଷ୍ଠାନ କମିଟି Continue Reading
Seo wordpress plugin by www.seowizard.org.